OSSSC (Odisha Sub-Ordinate Staff Selection Commission ) ତରଫରୁ ପାଞ୍ଚୋଟି ବିଭାଗ ପାଇଁ ମୋଟ୍ ୨,୮୯୫ ଟି ପଦବୀର ବିଜ୍ଞପ୍ତି ୱେବସାଇଟ ରେ ପ୍ରକାଶ ପାଇସାରିଛି। ସୂଚନା ଅନୁଯାୟୀ ଏଥିପାଇଁ ଓଡ଼ିଶାର ଉଭୟ ପୁରୁଷ ଏବଂ ମହିଳା ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ନିଜର ଫର୍ମ ଆବେଦନ କରିପାରିବେ।୧ – ପାଞ୍ଚୋଟି ବିଭାଗ କଣ କଣ ଏବଂ କେଉଁ ବିଭାଗ ପାଇଁ କେତେ ସଂଖ୍ୟକ ପଦବୀର ବିଜ୍ଞପ୍ତି ପ୍ରକାଶ ପାଇଛି ?

Read More